ସାଧାରଣ ଲୋକେ ଇଲେକ୍ଟ୍ରୋନିକ ଗାଡି ମୁହାଁ।

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର ତା-୦୩-୦୫-୨୦୨୧ ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍‌ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍‌ର ବ୍ୟବହାର କଲେଣି ତ ଆଉ କେହି ଇଲେକ୍ଟ୍ରି ବ୍ୟାଟେରି ଚାଳିତ ଗାଡ଼ି କିଣୁଛନ୍ତି । ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ବିକଳ୍ପ ଭାବେ ଆଗାମୀ ଭବିଷ୍ୟତରେ ଇଲେକ୍ଟ୍ରିରେ ଚାର୍ଜ ହେଉଥିବା ବ୍ୟାଟେରୀ ଚାଳିତ … Continue reading ସାଧାରଣ ଲୋକେ ଇଲେକ୍ଟ୍ରୋନିକ ଗାଡି ମୁହାଁ।